ଅଳକନନ୍ଦା Aḻakanandā

  • ସଂ. ବି (ନାମ) (ଅଳକ+ନନ୍ଦି ଧାତୁ+କର୍ତ୍ତୃ. ଅ+ଆ) — ଗଙ୍ଗାନଦୀ — The river Ganges
  • ସଂ. ବି (ନାମ) (ଅଳକ+ନନ୍ଦି ଧାତୁ+କର୍ତ୍ତୃ. ଅ+ଆ) — ଆଠ ଦଶ ବର୍ଷ ବୟସ୍କା ବାଳିକା — A girl aged 8 to 10 years