ଅଲଗହେବା Alagahebā

  • ଦେ. କ୍ରି — ଅଲଗା ହେବା; ପୃଥକ୍ ହେବା — To be separated
  • ଦେ. କ୍ରି — ପୃଥକାନ୍ନ ପୃଥକ ବାସ ହେବା — To live separately
  • ଦେ. କ୍ରି — ଋତୁମତୀ ହେବା — To be menstruated (and to live separate from others for 4 days till purified)