ଅଲକ୍ଷ୍ୟଲିଙ୍ଗ Alakshyaliṅga

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଲକ୍ଷ୍ୟ+ଲିଙ୍ଗ) — ନିଜର ପ୍ରକୃତ ବେଶ ବଦଳାଇଥିବା; ଯେ ବେଶଦ୍ୱାରା ଆପଣାର ସ୍ୱରୂପକୁ ଲୁଚାଏ — Disguised