ଅରଡ଼ଙ୍ଗା Araḍaṅgā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ବଳିଷ୍ଠ; ବଳୁଆ — Strong; mighty
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ବିଶାଳକାୟ — Big-bodied
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଡେଙ୍ଗା ଓ ମୋଟା — Stout and tall