ଅରଣାମଇଁଷି Araṇāmaiñshi
- ଦେ. ବି. (ସଂ. ଅରଣ୍ୟ+ମହିଷ) — ବନ୍ୟ ମହିଷ — Wild buffalo; bison
- ଦେ. ବି. (ସଂ. ଅରଣ୍ୟ+ମହିଷ) — [ଦ୍ର—ଏମାନେ ଜଙ୍ଗଲରେ ପଲ ପଲ ହୋଇ ରହନ୍ତି; ଏମାନେ ସାଧାରଣ ମଇଁଷିଠାରୁ ବଡ଼ ଓ ହୃଷ୍ଟପୁଷ୍ଟ ଏ ମଇଁଷି ଦେହରେ ବଡ଼ ବଡ଼ ବାଳ ଓ ବିଶେଷତଃ ବେକ ଓ ମୁହଁ ଚାରିପାଖ ଯାକ ଗୋଛା ଗୋଛା ହୋଇ ପଡ଼ିଥାଏ—ଏହାର ଶିଙ୍ଗ ମୋଟା ଓ ଗୋଲ। ଏମାନେ ସିଂହ ଓ ବାଘଙ୍କ ସଙ୍ଗେ ଲଢ଼ନ୍ତି।]