ଅର୍ଦ୍ଧୋରୁକ Arddhoruka

  • ସଂ. ବି. (ଅର୍ଦ୍ଧ+ଉରୁ=ବକ୍ଷସ୍ଥଳ+କ) — ସ୍ତ୍ରୀଲୋକ— ମାନଙ୍କର ଛାତି ଅଧ ପର୍ଯ୍ୟନ୍ତ ପିନ୍ଧିବା କାଞ୍ଚଲା- ବିଶେଷ — A half jacket for females covering half of the breast