ଅର୍ଦ୍ଧୋଦୟ Arddhodaya

  • ସଂ. ବି. (କର୍ମଧା; ଅର୍ଦ୍ଧ+ଉଦୟ) — ଯୋଗବିଶେଷ; ମାଘ ମାସ ରବିବାରରେ ନିର୍ଦ୍ଧାରିତ ଯୋଗ; ସୂର୍ଯ୍ୟ ଅଧେ ଉଦୟ ହେବା ସମୟରେ ଗଙ୍ଗା ଆଦି ତୀର୍ଥରେ ସ୍ନାନ କରିବା ଯୋଗ — Astrologically sacred time when people are freed from sins by bathing in sacred rivers when the sun is half risen on a Sunday of the month of Māgha
  • ସଂ. ବି. (କର୍ମଧା; ଅର୍ଦ୍ଧ+ଉଦୟ) — ସୂର୍ଯ୍ୟ ଅଧେ ଉଦୟ ହେବା ବା ପୂର୍ବଦିଗ୍ବଳୟରେ ଦେଖାଯିବା ଅବସ୍ଥା — Half rising of the sun above the eastern horizon