ଅର୍ଦ୍ଧାଶନ Arddhāṡana
- ସଂ.ବି. (ଅର୍ଦ୍ଧ+ଅଶନ=ଭୋଜନ) — ଅର୍ଦ୍ଧ ଭୋଜନ — Half a meal
- ସଂ.ବି. (ଅର୍ଦ୍ଧ+ଅଶନ=ଭୋଜନ) — ଅତ୍ୟଳ୍ପ ଭୋଜନ — Scanty meal
- ସଂ.ବି. (ଅର୍ଦ୍ଧ+ଅଶନ=ଭୋଜନ) — ଶୁଷ୍କ ବନ୍ଧ୍ୟ ଯଶ ସଙ୍ଗେ ଅର୍ଦ୍ଧାଶନ; ପ୍ରତିଭାର ସିନା ଲଲାଟଲେଖନ। ରାଧାନାଥ—ଦରବାର।
- ସଂ. ବିଣ. — ଅଧାପେଟଖିଆ; ଦରଖିଆ (ବ୍ୟକ୍ତି) — Half-fed (person)