ଅର୍ଦ୍ଧସ୍ଫୁଟ Arddhasphuṭa

  • ସଂ. ବିଣ. (ଅର୍ଦ୍ଧ+ସ୍ଫୁଟ=ପ୍ରସ୍ଫୁଟିତ; ଉଚ୍ଚାରିତ) — ଅପରିଷ୍ଫୁଟ— — Half articulate
  • ସଂ. ବିଣ. (ଅର୍ଦ୍ଧ+ସ୍ଫୁଟ=ପ୍ରସ୍ଫୁଟିତ; ଉଚ୍ଚାରିତ) — ଅସ୍ପଷ୍ଟ— — Indistinct