ଅର୍ଦ୍ଧରାତ୍ର Arddharātra

  • ସଂ. ବି. (ରାତ୍ରିର ଅର୍ଦ୍ଧ; ସମାସରେ ରାତ୍ରି ଶବ୍ଦର 'ରାତ୍ର' ଆକାର) ଅଧରାତି; ନିଶାରାତି; ନିଶୀଥ— — Midnight; dead of night