ଅର୍ଦ୍ଧମାନ Arddhamāna

  • ସଂ. ବି. (ଅର୍ଦ୍ଧ+ମାନ) — ଅଧା; ଅର୍ଦ୍ଧ ପରିମାଣ (କାଳ) — Half (time)
  • ସଂ. ବି. (ଅର୍ଦ୍ଧ+ମାନ) — ନିଶି ଅର୍ଦ୍ଧମାନେ କରୁଛି ରୋଦନ ଏବେ କହ ତୋ କେଶବ ଚିନ୍ତା ଗୋ ସୁନ୍ଦରୀ। ପ୍ରତାପ, ଶଶିସେଣା।