ଅର୍ଦ୍ଧମାନେ Arddhamāne

  • ଦେ. ଅ. — ଅର୍ଦ୍ଧ ପରିମାଣରେ; ଅଧେ ପର୍ଯ୍ୟନ୍ତ— — By half; up to half
  • ଦେ. ଅ. — ହସ୍ତିର ଭାରେ ନାବ ଯେହ୍ନେ, ନିମଗ୍ନ ହୋଇ ଅର୍ଦ୍ଧମାନେ। ଜଗନ୍ନାଥ, —ଭାଗବତ।