ଅର୍ଦ୍ଧବିନ୍ଦୁ Arddhabindu

  • ଦେ. ବି. — ଚନ୍ଦ୍ରବିନ୍ଦୁର ତଳେ ଥିବା ଖଣ୍ଡ ଚନ୍ଦ୍ର ଚିହ୍ନ — The sign of crescent below the Chandrabindu
  • ଦେ. ବି. — ଅର୍ଦ୍ଧବିନ୍ଦୁ ଉପରେ ତିଳକ ବିନ୍ଦୁ ଦେଇ, ଅର୍ଦ୍ଧବିନ୍ଦୁ କଣ୍ଠେ ଦିଅ ଷୋଳକ୍ଷର ଧ୍ୟାଇ। ଅଚ୍ୟୁତାନନ୍ଦ—ଶ୍ରୀ ଗୁରୁଭକ୍ତି ଗୀତା।