ଅର୍ଦ୍ଧପଥ ଶ୍ରାଦ୍ଧ Arddhapatha Ṡrāddha
- ଦେ. ବି. — ମୃତ ବ୍ୟକ୍ତିର ଶବ ଦାହ ପୂର୍ବରୁ ଶ୍ମଶାନରେ ଶବକୁ ସ୍ନାନ କରାଇ ଡେରିକରି ବସାଇ ମୁଖାଗ୍ନି ଦେବା ବ୍ୟକ୍ତି ଯେଉଁ ଶ୍ରାଦ୍ଧ କରନ୍ତି। — Ṡrādha done after setting the dead- body in a sitting posture after washing it before it is cremated