ଅର୍ଦ୍ଧନାରୀଶ Arddhanārīṡa

  • ସଂ. ବି. ପୁଂ. (ମଧ୍ୟପଦଲୋପୀ ଅର୍ଦ୍ଧ ନାରୀ ସହିତ ଈଶ) — ହରଗୌରୀରୂପରେ ଶିବଙ୍କର ମୂର୍ତ୍ତିଭେଦ; ମହାଦେବ — Ṡiba assuming half female and half male form