ଅର୍ଥିତା Arthitā

  • ସଂ. ବିଣ. ସ୍ତ୍ରୀ. (ଅର୍ଥିତ+ଆ) — ଅର୍ଥିତର ସ୍ତ୍ରୀଲିଙ୍ଗ — Feminine of Arthita
  • ସଂ. ବି. (ଅର୍ଥିନ୍+ତା) — ଅର୍ଥୀ ବା ପ୍ରାର୍ଥୀର ଅବସ୍ଥା — The condition of a suppliant
  • ସଂ. ବି. (ଅର୍ଥିନ୍+ତା) — ଇଚ୍ଛା; ବାଞ୍ଛା — Wish; desire
  • ସଂ. ବି. (ଅର୍ଥିନ୍+ତା) — ପ୍ରାର୍ଥନା; ଅନୁରୋଧ — Asking; request