ଅର୍ଥାର୍ଥ Arthārtha

  • ସଂ. ବିଣ. (ବହୁବ୍ରୀହି; ଅର୍ଥ+ଅର୍ଥ) — ଉଦ୍ଦେଶ୍ୟ ସାଧନ ପାଇଁ ଉପଯୋଗୀ — Effective for the accomplishment of the aim in view
  • ସଂ. କ୍ରି. ବିଣ — ଅର୍ଥ ବା ଧନ ନିମନ୍ତେ — On account of money