ଅର୍ଥାପତ୍ତି Arthāpatti
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ଆପତ୍ତି=ପ୍ରାପ୍ତି) — ଅର୍ଥର ପ୍ରାପ୍ତି — Acquisition of riches
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ଆପତ୍ତି=ପ୍ରାପ୍ତି) — ଅର୍ଥାଳଙ୍କାରବିଶେଷ — (a rhetorical figure) Metonymy
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ଆପତ୍ତି=ପ୍ରାପ୍ତି) — [ଦ୍ର—ଏକ ବିଷୟରେ କଥନଦ୍ୱାରା ବିଷୟାନ୍ତରର କଥନ ସହଜରେ ନିଷ୍ପନ୍ନ ହେଲେ ଅର୍ଥାପତ୍ତି ଅଳଙ୍କାର ହୁଏ—ଯଥା
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ଆପତ୍ତି=ପ୍ରାପ୍ତି) — ପାରିପାର୍ଶ୍ୱିକଘଟନାରୁ ଅର୍ଥର ଅନୁମାନ — Inference from circumstances
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ଆପତ୍ତି=ପ୍ରାପ୍ତି) — (ନ୍ୟାୟ) ଆନୁମାନିକ ପ୍ରସ୍ତାବନାବିଶେଷ — (Logic) A disjunctive hypothetical syllogism (M. W.)