ଅର୍ଥାନ୍ତର Arthāntara
- ସଂ. ବି. (ଅନ୍ୟ+ଅର୍ଥ; କର୍ମଧା; ପରନିପାତ) — ଅନ୍ୟ ଅର୍ଥ — Different meaning; another meaning
- ସଂ. ବି. (ଅନ୍ୟ+ଅର୍ଥ; କର୍ମଧା; ପରନିପାତ) — ଅର୍ଥଭେଦ (ଦେଖ) — Arthabheda (See)
- ସଂ. ବି. (ଅନ୍ୟ+ଅର୍ଥ; କର୍ମଧା; ପରନିପାତ) — ବିରୁଦ୍ଧାର୍ଥ — Opposite or antithetical meaning
- ସଂ. ବି. (ଅନ୍ୟ+ଅର୍ଥ; କର୍ମଧା; ପରନିପାତ) — ପ୍ରକୃତ ବିଷୟର ଅନାକାଙ୍କ୍ଷିତ ଅର୍ଥ — Meaning which was not intended