ଅର୍ଥାନ୍ତରନ୍ୟାସ Arthāntaranyāsa
- ସଂ. ବି — କାବ୍ୟାଳଙ୍କାରବିଶେଷ (ଯେଉଁ ଅଳଙ୍କାରରେ ଗୋଟିଏ ବିଶିଷ୍ଟ ଘଟଣାରୁ ସାଧାରଣ ନିୟମର ଅବତାରଣା କିମ୍ବା ସାଧାରଣ ନିୟମରୁ କୌଣସି ବିଶିଷ୍ଟ ଘଟଣାର ଅବତାରଣା କରାଯାଏ) — A figure in rhetoric; introduction of some other matter (an illustration of a particular case by a general truth or of a general truth by a particular case)
- ସଂ. ବି — [ଦ୍ର—ବିଶିଷ୍ଟ ଘଟଣାରୁ ସାଧାରଣ ନିୟମର ଉଦାହରଣ
- ସଂ. ବି — ବରଷାକାଳ ଅଟେ ଉଦ୍ଭିଦମିତ୍ର, ମାତ୍ର ପଙ୍କଜ ମଲା ନୋହେ ବିଚିତ୍ର। ଜଳ ଗହଳ ହେଲା ତା ପକ୍ଷେ ଯମ ଅତି ସମ୍ପଦ ବାବୁ ମହାବିଷମ। ରାଧାନାଥ. ତୁଳସୀସ୍ତବକ।]