ଅର୍ଥାତ୍ Arthāt

  • ସଂ. ଅ (ଅର୍ଥ=ଫଳ+ 5 ମୀ ବିଭକ୍ତି ଚିହ୍ନ ଆତ୍) — ବସ୍ତୁତଃ — That is; i.e.; namely; meaning
  • ସଂ. ଅ (ଅର୍ଥ=ଫଳ+ 5 ମୀ ବିଭକ୍ତି ଚିହ୍ନ ଆତ୍) — ତାତ୍ପର୍ଯ୍ୟ ଏହି କି — That is to say
  • ସଂ. ଅ (ଅର୍ଥ=ଫଳ+ 5 ମୀ ବିଭକ୍ତି ଚିହ୍ନ ଆତ୍) — ଫଳତଃ — As a matter of fact