ଅର୍ଥସାଧନ Arthasādhana
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ସାଧନ) — ଉଦ୍ଦେଶ୍ୟସିଦ୍ଧି — Accomplishment of a design; success
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ସାଧନ) — ଧନଉପାର୍ଜନ — Acquisition of wealth
- ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+ସାଧନ) — ଗୁଣବିଦ୍ୟାରେ ସିଦ୍ଧି ବିଶେଷ — Name of a particular faculty in magic