ଅର୍ଥଶୂନ୍ୟ Arthaṡūnya

  • ସଂ. ବି. ( 3 ୟା ତତ୍; ଅର୍ଥ+ଶୂନ୍ୟ) — ଶବ୍ଦାର୍ଥହୀନ — Meaningless; unmeaning
  • ସଂ. ବି. ( 3 ୟା ତତ୍; ଅର୍ଥ+ଶୂନ୍ୟ) — ଧନହୀନ — Poor