ଅର୍ଥଶାଳୀ Arthaṡāḻī

  • ସଂ. ବିଣ. ପୁଂ. (ଅର୍ଥ+ଅସ୍ତ୍ୟର୍ଥେ. ଶାଳିନ୍) — ଧନଶାଳୀ; ଧନୀ — Rich
  • ସଂ. ବିଣ. ପୁଂ. (ଅର୍ଥ+ଅସ୍ତ୍ୟର୍ଥେ. ଶାଳିନ୍) — ଅର୍ଥଯୁକ୍ତ — Having proper meaning