ଅର୍ଥଭାକ୍ Arthabhāk

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ଅର୍ଥ+ଭଜ୍ ଧାତୁ+କ୍ୱିପ୍; 1 ମା. 1 ବ.) — ସମ୍ପତ୍ତି ବଣ୍ଟରା ହେଲାବେଳେ ଯେ ହିସା ପାଇବାର ହକ୍ଦାର୍ ଅଟେ — Entitled to have a share in the division of property