ଅର୍ଥକାର୍ଶ୍ୟ Arthakārṡya

  • ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+କାର୍ଶ୍ୟ) ନିର୍ଧନତା — Poverty
  • ସଂ. ବି. ( 6 ଷ୍ଠୀ ତତ୍; ଅର୍ଥ+କାର୍ଶ୍ୟ) ଧନାଭାବ — Paucity of funds