ଅର୍ଥକାମ Arthakāma

  • ସଂ. ବି. ( 6 ଷ୍ଠୀ ତତ୍) ଧନ ଲାଭ କରିବା ଇଚ୍ଛା — Desire for wealth
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅର୍ଥ+କାମ) — ଅର୍ଥ ପାଇବା ପାଇଁ ଇଚ୍ଛୁକ — Desirous for wealth
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅର୍ଥ+କାମ) — ଲୋଭୀ — Avaricious