ଅର୍ଥ (ଧାତୁ) Artha (root)

  • ସଂ. — ପ୍ରାର୍ଥନା କରିବା — To pray for; to entreat
  • ସଂ. — ଯାଚଞା କରିବା — To beg for
  • ସଂ. — ମାଗିବା — To ask for
  • ସଂ. — ବ୍ୟାଖ୍ୟାକରିବା — To comment upon
  • ସଂ. — ତାତ୍ପର୍ଯ୍ୟ ବତାଇବା — To point out the sense of