ଅର୍ଣ୍ଣୋଭବ Arṇṇobhaba

  • ସଂ. ବିଣ (ଅର୍ଣ୍ଣସ୍+ଭୂ ଧାତୁ+କର୍ତ୍ତୃ. ଅ) — ଜଳୋଦ୍ଭବ — Born of water
  • ସଂ. — ଶଙ୍ଖ (ପ୍ରକୃତିବାଦ) — Conch