ଅର୍ଣ୍ଣୋଦ Arṇṇoda

  • ସଂ. ବି (ଅର୍ଣ୍ଣସ୍=ଜଳ+ଦା ଧାତୁ+କର୍ତ୍ତୃ. ଅ) — ମେଘ — Cloud
  • ସଂ. ବି (ଅର୍ଣ୍ଣସ୍=ଜଳ+ଦା ଧାତୁ+କର୍ତ୍ତୃ. ଅ) — ଗୁଳ୍ମବିଶେଷ — The plant Cyperus rotundus (M. W.)
  • ସଂ. ବି (ଅର୍ଣ୍ଣସ୍=ଜଳ+ଦା ଧାତୁ+କର୍ତ୍ତୃ. ଅ) — ମାତା (ପ୍ରକୃତିବାଦ) — Mother