ଅର୍ଣ୍ଣସ୍ Arṇṇas

  • ସଂ. ବି. (ଋ ଧାତୁ=ଗମନକରିବା+କର୍ତ୍ତୃ. ଅସ୍) — ଢେଉ — Wave
  • ସଂ. ବି. (ଋ ଧାତୁ=ଗମନକରିବା+କର୍ତ୍ତୃ. ଅସ୍) — ଜଳବୃଦ୍ଧି — Flood
  • ସଂ. ବି. (ଋ ଧାତୁ=ଗମନକରିବା+କର୍ତ୍ତୃ. ଅସ୍) — ଫେନଯୁକ୍ତ ସମୁଦ୍ର — The foaming sea
  • ସଂ. ବି. (ଋ ଧାତୁ=ଗମନକରିବା+କର୍ତ୍ତୃ. ଅସ୍) — ବାୟୁରାଶି — The ocean of air
  • ସଂ. ବି. (ଋ ଧାତୁ=ଗମନକରିବା+କର୍ତ୍ତୃ. ଅସ୍) — ନଦୀ — River
  • ସଂ. ବି. (ଋ ଧାତୁ=ଗମନକରିବା+କର୍ତ୍ତୃ. ଅସ୍) — ଜଳ — Water