ଅର୍ଜୁନ Arjuna
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ତୃତୀୟ ପାଣ୍ଡବ — The name of the third Pāṇḍaba
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) କାର୍ତ୍ତବୀର୍ଯ୍ୟାର୍ଜୁନ; ସହସ୍ରାର୍ଜୁନ — Name of a valiant conqueror
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ଧନ ଆଲିଙ୍ଗନେ ମନେ ଘେନୁଥାଇ କି ତପ ବାଣ ଅର୍ଜୁନ। ଭଞ୍ଜ, ପ୍ରେମସୁଧାନିଧି।
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ଶ୍ୱେତବର୍ଣ୍ଣ; ଧବଳ — White colour
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ଚକ୍ଷୁରୋଗବିଶେଷ; ଆଲୁଅ; ଆଖି ପତାରେ ଉଠିବା ବ୍ରଣ (ଜ୍ଞାନେନ୍ଦ୍ର) — A boil on the eyelid
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ଆଖିର ଧଳା ଡୋଳାର ଫୁଲା ରୋଗ; ଆଖିରେ ଫୁଲା ପଡ଼ିବା — A slight inflammation of the conjunctiva or white of the eyelid. (M. W.)
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ଏକ ଜାତୀୟ ଧଳା ତୃଣ — A species of white grass
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) କର୍ପୂର — Camphor
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ରୌପ୍ୟ — Silver
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ଚନ୍ଦ୍ରକିରଣ — Moon-light
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ସୁନା — Gold
- ସଂ. ବି. (ଅର୍ଜ ଧାତୁ=ଉପାର୍ଜନ କରିବା+କର୍ତ୍ତୃ ଉନ; ଯେ କୁବେର ଆଦିଙ୍କୁ ଜୟ କରି ଧନାଦି ଉପାର୍ଜନ କରିଥିଲେ; ମହାଭାରତରେ ବିରାଟପୁତ୍ର ଉତ୍ତରଙ୍କୁ ଅର୍ଜୁନ ନିଜ ନାମ ସମ୍ବନ୍ଧେ କହିଅଛନ୍ତି ଯେ ମୁଁ ଏହି ସସାଗରାଧରାରେ ନିର୍ମଳ ବା ଶୁକ୍ଳକର୍ମ କରେଁ ବୋଲି ଲୋକେ ମତେ ଅର୍ଜୁନ ବୋଲି ଡାକନ୍ତି) ମୟୂର — Peacock (M. W.)