ଅର୍ଜୁନାରି Arjunāri

  • ସଂ. ବି ( 6 ଷ୍ଠୀ ତତ୍; ଅର୍ଜୁନ ବା କାର୍ତ୍ତବୀର୍ଯ୍ୟଙ୍କର ଅରି) — ପରଶୁରାମ — An epithet of Paraṡurāma
  • ସଂ. ବି ( 6 ଷ୍ଠୀ ତତ୍; ଅର୍ଜୁନ ବା କାର୍ତ୍ତବୀର୍ଯ୍ୟଙ୍କର ଅରି) — ବିଗ୍ରହ ଡାକିନୀ ସ୍ଥାନେ କିମର୍ଥେ ଭାଷ ଏମାନେ ଶୋଭା ଅର୍ଜୁନାରି ମୃଗ କେ ସେ ଯେ। ଭଞ୍ଜ. ବୈଦେହୀଶବିଳାସ।