ଅର୍ଘାସୁର Arghāsura
- ଗ୍ରା. ବି. (ସଂ. ଅଘାସୁର) — ଅଘାସୁର; କଂସାନୁଚର ରାକ୍ଷସ ବିଶେଷ (ଶ୍ରୀକୃଷ୍ଣ ଯାହାକୁ ବଧ କରିଥିଲେ) — Name of the demon, attendant of Kaṁsa king of Dwārakā (killed by Ṡrīkrushṇa)
- ଗ୍ରା. ବି. (ଲକ୍ଷଣାର୍ଥ) — ଅତିଶୟ ଡେଙ୍ଗା, ମୋଟା ଓ ହୃଷ୍ଟପୁଷ୍ଟ ବ୍ୟକ୍ତି — A tall and stout person