ଅର୍ଘବଳାବଳ

  • ସଂ. ବି. ( 6 ଷ୍ଠୀ ତତ୍; ଅର୍ଘ+ବଳାବଳ) — ମୂଲ୍ୟର ହ୍ରାସବୃଦ୍ଧି — Cheapness or dearness of price
  • ସଂ. ବି. ( 6 ଷ୍ଠୀ ତତ୍; ଅର୍ଘ+ବଳାବଳ) — ବଜାରଭାଉ; ପଣ୍ୟଦ୍ରବ୍ୟମାନଙ୍କର ଦାଣ୍ଡଭାଉ — Rate of price; market rate of commodities
  • ସଂ. ବି. ( 6 ଷ୍ଠୀ ତତ୍; ଅର୍ଘ+ବଳାବଳ) — ବୈଶ୍ୟମାନେ ମଣି, ମୁକ୍ତା, ପ୍ରବାଳ ଓ ପଣ୍ୟ ଦ୍ରବ୍ୟର ଅର୍ଘବଳାବଳ ଜାଣିବା ଉଚିତ। ରାମଶଙ୍କର.ମନୁସଂହିତା. 9।3।29 । — ବୈଶ୍ୟମାନେ ମଣି, ମୁକ୍ତା, ପ୍ରବାଳ ଓ ପଣ୍ୟ ଦ୍ରବ୍ୟର ଅର୍ଘବଳାବଳ ଜାଣିବା ଉଚିତ ରାମଶଙ୍କର.ମନୁସଂହିତା.9329