ଅର୍ଗଳିକା Argaḻikā

  • ସଂ. ବି. (ଅର୍ଗଳ+କ+ଆ) — ଛୋଟକିଳିଣି; ହୁଡ଼ୁକା; କବାଟର ହୁକ — A small door-pin; small bolt for doors
  • ସଂ. ବି. (ଅର୍ଗଳ+କ+ଆ) — କବାଟର ଢିଙ୍କିଆ — Trigger-like contrivance for shutting a door