ଅର୍ଗଳା Argaḻā
- ସଂ. ବି. (ଅର୍ଗଳ+ଆ) — ଅର୍ଗଳ (ଦେଖ) — Argaḻa (See)
- ସଂ. ବି. (ଅର୍ଗଳ+ଆ) — କି ବୁଦ୍ଧି କରିବି ସହଜେ ଅବଳା, ଜନ୍ମିଛି ହୃଦୟେ ଦେବାକୁ ଅର୍ଗଳା। ରାଧାନାଥ. ନନ୍ଦିକେଶ୍ୱରୀ।
- ସଂ. ବି. (ଅର୍ଗଳ+ଆ) — କବାଟର ଛିଟିକିଣି ବା ଢିଙ୍କିଆ; ହୁଡ଼ୁକା — A hook or trigger for shutting a door or window
- ସଂ. ବି. (ଅର୍ଗଳ+ଆ) — ହାତବନ୍ଧା ଶିକୁଳି — Chain for tying an elephant
- ସଂ. ବି. (ଅର୍ଗଳ+ଆ) — ଅବରୋଧ — Obstruction
- ଗ୍ରା. ବିଣ. (ସଂ. ଅନର୍ଗଳା) — ସ୍ୱଚ୍ଛନ୍ଦଚାରୀ — Acting unrestrained
- ଗ୍ରା. ବିଣ. (ସଂ. ଅନର୍ଗଳା) — ଅନୁପମ — Incomparable
- ଗ୍ରା. ବିଣ. (ସଂ. ଅନର୍ଗଳା) — ଜାଣନ୍ତି ଏ ରସକଳା, ସକଳର ସେ ଅର୍ଗଳା ତୁଲଣ ଦେବାକୁ ତୁଲ୍ୟ ତୁଲାଇ ନାହିଁ। ପ୍ରାଚୀ—ରସବାରିଧି।
- ସଂ. ବିଣ — ଅବରୋଧକ; ବାଧକ — Obstructing