ଅର୍ଖିତ Arkhita

  • ଗ୍ରା. ବିଣ. (ସଂ. ଅରକ୍ଷିତ) — ଅରକ୍ଷିତ (ଦେଖ) — Arakshita (See)
  • ଗ୍ରା. ବିଣ. (ସଂ. ଅରକ୍ଷିତ) — ଅର୍ଖିତଲୋକ ପ୍ରାୟ ହୋଇ ମିଳିଲା ଶ୍ରୀକ୍ଷେତ୍ରରେ ଯାଇ। ରାମଦାସ. ଦାର୍ଢ୍ୟତାଭକ୍ତି।