ଅର୍କ Arka

  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ସୂର୍ଯ୍ୟ — The sun
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ଇନ୍ଦ୍ର — 2 Indra, the king of the gods
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ବିଷ୍ଣୁ — Bishṇu
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ପଣ୍ଡିତ — Learned person
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ବଡ଼ଭାଇ; ଜ୍ୟେଷ୍ଠଭାଇ — Elder brother
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ଅରକ (1) ଗୁଳ୍ମ (ଦେଖ)
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ରବିବାର — Sunday
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — କିରଣ — Ray
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ଆଲୋକ — Light
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ତମ୍ବା — Copper
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ସ୍ଫଟିକ — Crystal
  • ସଂ. ବି. (ଅର୍କ ଧାତୁ+କର୍ତ୍ତୃ. ଅ) — ନିର୍ଯ୍ୟାସ; ଚୁପୁଡ଼ା ରସ — Pressed juice