ଅର୍କାଶ୍ମା Arkāṡmā

  • ସଂ.ବି.—(ଅର୍କ+ଅଶ୍ମନ୍; 1 ମା. 1 ବ.) — ସୂର୍ଯ୍ୟକାନ୍ତ ମଣି — 1. The sunstone
  • ସଂ.ବି.—(ଅର୍କ+ଅଶ୍ମନ୍; 1 ମା. 1 ବ.) — ଅରୁଣୋପଳ; ପଦ୍ମରାଗମଣି — Ruby