ଅର୍କତନୟ Arkatanaya

  • ସଂ. ବି. ( 6 ଷ୍ଠୀ ତତ୍; ଅର୍କ+ତନୟ; ସୂର୍ଯ୍ୟପୁତ୍ର) — କର୍ଣ୍ଣରାଜା — An epithet of king karṇṇa
  • ସଂ. ବି. ( 6 ଷ୍ଠୀ ତତ୍; ଅର୍କ+ତନୟ; ସୂର୍ଯ୍ୟପୁତ୍ର) — ଶନି — The planet Saturn
  • ସଂ. ବି. ( 6 ଷ୍ଠୀ ତତ୍; ଅର୍କ+ତନୟ; ସୂର୍ଯ୍ୟପୁତ୍ର) — ସୁଗ୍ରୀବ — An epithet of the monkey-king Sugriba
  • ସଂ. ବି. ( 6 ଷ୍ଠୀ ତତ୍; ଅର୍କ+ତନୟ; ସୂର୍ଯ୍ୟପୁତ୍ର) — ଯମ — An epithet of the God of Death
  • ସଂ. ବି. ( 6 ଷ୍ଠୀ ତତ୍; ଅର୍କ+ତନୟ; ସୂର୍ଯ୍ୟପୁତ୍ର) — ଅଶ୍ୱନୀକୁମାର ଦ୍ୱୟ