ଅରେଖ Arekha

  • ସଂ. ବିଣ (ବହୁବ୍ରୀହି; ଅ+ରେଖା) — ରେଖାହୀନ — Having no lines
  • ଦେ. ବିଣ — ଅରୂପ — Formless
  • ଦେ. ବିଣ — ଅବିଶଦ — Indistinct
  • ଦେ. ବିଣ — ଅଦୃଶ୍ୟ — Invisible
  • ଦେ. ବିଣ — ଅରୂପ ଅରେଖ ଅଟଇ, ଶୂନ୍ୟକୁ କାଳ ନ ଘୋଟଇ। ଭୂପତି. ପ୍ରେମପଞ୍ଚାମୃତ।