ଅରୂପାବଚର Arūpābachara

  • ସଂ. ବି. — ବୌଦ୍ଧଦର୍ଶନ ଅନୁସାରେ ଚିତ୍ତବୃତ୍ତିର ଏକଭେଦ; (ଯହିଁରେ ସାଧକ ଅରୂପ ଲୋକ ସମ୍ବନ୍ଧେ ଜ୍ଞାନଲାଭ କରେ) — A kind of omniscience attained by Jogīs
  • ସଂ. ବି. — [ଦ୍ର—ଏହା 12 4 ପ୍ରକାରର; କୁଶଳବୃତ୍ତି ଓ 4 ପ୍ରକାରର ବିପାକ ବୃତ୍ତି ଓ ଚାରିପ୍ରକାରର କ୍ରିୟାବୃତ୍ତି ହିନ୍ଦି. ଶବ୍ଦସାଗର] — [ଦ୍ର—ଏହା124ପ୍ରକାରର; କୁଶଳବୃତ୍ତି ଓ4ପ୍ରକାରର ବିପାକ ବୃତ୍ତି ଓ ଚାରିପ୍ରକାରର କ୍ରିୟାବୃତ୍ତି ହିନ୍ଦି. ଶବ୍ଦସାଗର]