ଅରୂପାନନ୍ଦ Arūpānanda
- ଦେ. ବି (ସଂ. ଅରୂପ+ଆନନ୍ଦ; ଯେ ରୂପବିଶିଷ୍ଟ ନୁହନ୍ତି ଓ ସର୍ବଦା ଆନନ୍ଦମୟ) — ନିରାକାର; ପରମେଶ୍ୱର; ଅଲେଖସ୍ୱାମୀ — The Formless; God
- ଦେ. ବି (ସଂ. ଅରୂପ+ଆନନ୍ଦ; ଯେ ରୂପବିଶିଷ୍ଟ ନୁହନ୍ତି ଓ ସର୍ବଦା ଆନନ୍ଦମୟ) — ଅରୂପ ଅବ୍ୟଗତ ରୂପ ନାହିଁ, ଅରୂପାନନ୍ଦ ଅଚ୍ୟୁତ ଗୋସାଇଁ। ପ୍ରାଚୀ—ପରଚେଗୀତା।