ଅରୁଷ୍କ Arushka

  • ସଂ. ବି. (ଅରୁସ୍=ମର୍ମସ୍ଥାନ+କୈ ଧାତୁ=ପୀଡ଼ାଦେବା+କର୍ତ୍ତୃ. ଅ; ସ୍ପର୍ଶ ମାତ୍ରେ ଯେ ମର୍ମସ୍ଥାନକୁ ପୀଡ଼ାଦିଏ) — ଭାଲିଆ (ଫଳ ଓ ଗଛ) — The marking nut (tree and nut)