ଅରୁଷ୍କର Arushkara

  • ସଂ. ବିଣ (ଅରୁସ୍=କ୍ଷତ+କୃ ଧାତୁ=କରିବା+କର୍ତ୍ତୃ. ଅ) — ଯାହା ଘାଆ କରେ; କ୍ଷତ ଉତ୍ପାଦକ — Causing sores or eruptions
  • ସଂ. ବି. — ଭାଲିଆ (ଗଛ ଓ ଫଳ) — The marking nut (tree and fruit)