ଅରୁନ୍ଧତୀ Arundhatī

  • ସଂ. ବି. ସ୍ତ୍ରୀ (ନାମ) — ବଶିଷ୍ଠଋଷିଙ୍କ ସ୍ତ୍ରୀ (ଏଅତ୍ୟନ୍ତ ପତିଭକ୍ତା ଥିଲେ) — Name of the wife of sage Baṡishṭha
  • ସଂ. ବି. ସ୍ତ୍ରୀ (ନାମ) — ଦକ୍ଷଙ୍କର ଏକକନ୍ୟା ଯେ ଧର୍ମଙ୍କୁ ବିବାହ କରିଥିଲେ (ହିନ୍ଦି. ଶବ୍ଦସାଗର)
  • ସଂ. ବି. ସ୍ତ୍ରୀ (ନାମ) — (ତନ୍ତ୍ରପରିଭାଷା) ଜିହ୍ୱା — The tongue (according to the phraseology of the Tantras.)
  • ସଂ. ବି. ସ୍ତ୍ରୀ (ନାମ) — ଉତ୍ତରାକାଶରେ ସପ୍ତର୍ଷିମଣ୍ଡଳର ଲାଞ୍ଜରେ ଥିବା 6 ଷ୍ଠ ତାରା (ବଶିଷ୍ଠ) ପାଖରେ ଥିବା କ୍ଷୁଦ୍ରତାରା—(ନକ୍ଷତ୍ର ତଳେ ନୋଟ (ଦେଖ) — ଉତ୍ତରାକାଶରେ ସପ୍ତର୍ଷିମଣ୍ଡଳର ଲାଞ୍ଜରେ ଥିବା6ଷ୍ଠ ତାରା (ବଶିଷ୍ଠ) ପାଖରେ ଥିବା କ୍ଷୁଦ୍ରତାରା—(ନକ୍ଷତ୍ର ତଳେ ନୋଟ (ଦେଖ)
  • ସଂ. ବି. ସ୍ତ୍ରୀ (ନାମ) — [ଦ୍ର—ଏ ନକ୍ଷତ୍ର ପତି ପ୍ରତି ପତ୍ନୀର ନିଷ୍ଠାପର ଅଟଳ ଅଚଳ ପ୍ରେମର ପରିଚାୟକ ଥିବାରୁ ବିବାହବେଳେ ବରକନ୍ୟାଙ୍କୁ ଏ ନକ୍ଷତ୍ର ଦେଖାଇବାର ବିଧି ଶାସ୍ତ୍ରରେ ଅଛି। ଯାହାର ମୃତ୍ୟୁ 6ମାସ ମଧ୍ୟରେ ଘଟିବ ତାକୁ ଏ ତାରା ଦେଖାଯିବ ନାହିଁ ବୋଲି ସୁଶ୍ରୁତରେ ଲେଖା ଅଛି।]