ଅରୁନ୍ତୁଦ Aruntuda

  • ସଂ. ବିଣ (ଅରୁସ୍=ମର୍ମସ୍ଥାନ+ତୁଦ୍ ଧାତୁ=ପୀଡ଼ା କରିବା+ ଅ; ନିପାତନ) — ମର୍ମଭେଦୀ; ଯାହା ଜୀବର ମର୍ମସ୍ଥାନରେ ପୀଡ଼ା ଦିଏ; ଯାହା ଜୀବନକୁ ବା ଆତ୍ମାକୁ ବାଧିଯାଏ — Caustic; cutting to the quick
  • ସଂ. ବିଣ (ଅରୁସ୍=ମର୍ମସ୍ଥାନ+ତୁଦ୍ ଧାତୁ=ପୀଡ଼ା କରିବା+ ଅ; ନିପାତନ) — ନିଷ୍ଠୁର (ବାକ୍ୟ) — Cruel (words)
  • ସଂ. ବିଣ (ଅରୁସ୍=ମର୍ମସ୍ଥାନ+ତୁଦ୍ ଧାତୁ=ପୀଡ଼ା କରିବା+ ଅ; ନିପାତନ) — ଅତ୍ୟନ୍ତ ପୀଡ଼ାଦାୟକ — Extremely painful
  • ସଂ. ବିଣ (ଅରୁସ୍=ମର୍ମସ୍ଥାନ+ତୁଦ୍ ଧାତୁ=ପୀଡ଼ା କରିବା+ ଅ; ନିପାତନ) — କଠୋର — Harsh
  • ସଂ. ବିଣ (ଅରୁସ୍=ମର୍ମସ୍ଥାନ+ତୁଦ୍ ଧାତୁ=ପୀଡ଼ା କରିବା+ ଅ; ନିପାତନ) — କଠୋର ବାକ୍ୟ ପ୍ରୟୋଗଦ୍ୱାରା ପୀଡ଼ାଦାୟକ (ବ୍ୟକ୍ତି) — Giving pain by sharp words
  • ସଂ. ବି. — ବୈରୀ; ଶତ୍ରୁ — Foe; enemy