ଅରୁଣୋଦୟ Aruṇodaya
- ସଂ. ବି. ( 6 ଷ୍ଠୀ ତତ୍; ଅରୁଣ+ଉଦୟ) — ସୂର୍ଯ୍ୟୋଦୟର ଦୁଇ ମୁହୂର୍ତ୍ତ ବା ଚାରି ଦଣ୍ଡ ପୂର୍ବବର୍ତ୍ତୀ କାଳ; ଉଷା କାଳ; ବଡ଼ିଭୋର୍ — Dawn; early morning
- ସଂ. ବି. ( 6 ଷ୍ଠୀ ତତ୍; ଅରୁଣ+ଉଦୟ) — ସୂର୍ଯ୍ୟୋଦୟ ପୂର୍ବରୁ ପୂର୍ବଦିଗରେ ଦିଗ୍ବଳୟରେ ବିଚ୍ଛୁରିତ ରକ୍ତାଭା — The redness diffused in the east just before sunrise