ଅରୁଣପ୍ରିୟା Aruṇapriyā

  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍) — ସୂର୍ଯ୍ୟଙ୍କର ପତ୍ନୀଦ୍ୱୟ ଛାୟା ଓ ସଂଜ୍ଞା — The two wives of the Sun-God
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍) — ଅପ୍ସରା — Heavenly nymph